satya.sandhya.v

  • Home
  • satya.sandhya.v

satya.sandhya.v A complete bakery solution

31/10/2023
ଇଶ୍ଵର ଆମର କ୍ଷମା ସାଗର-------------------------------ବାଟରୁ ଟଙ୍କା ଟିଏ ପାଇଲୁକି?ଯା,ହୁଣ୍ଡିରେ ପକେଇଦେହଜାରେ ପାଇଥିଲେ କଥା ଅଲଗା!ଭିକା...
20/01/2023

ଇଶ୍ଵର ଆମର କ୍ଷମା ସାଗର
-------------------------------
ବାଟରୁ ଟଙ୍କା ଟିଏ ପାଇଲୁକି?
ଯା,ହୁଣ୍ଡିରେ ପକେଇଦେ
ହଜାରେ ପାଇଥିଲେ କଥା ଅଲଗା!
ଭିକାରୀ ଆଜିକାଲି ଟଙ୍କାଟେ
ପରା ନଉ ନାହିଁ,
ଦାନୀ ସାଜିବାକୁ ସୁଯୋଗ
ଟିଏ ଦଉନାହିଁ,
ଏଠି କିନ୍ତୁ,ସବୁ ଚଳିଯିବ!
ଆଠଣାରେ ଅଷ୍ଟାଙ୍ଗ ଯୋଗର
ମାର୍ଗ ମିଳିଯିବ
ଥୋଇ ଦେଇଆ
କୋହ ସାଙ୍ଗରେ ମୋହ ଟିକକ ମିଶାଇ,
ଈଶ୍ୱରଙ୍କୁ ଦୋଷ ଦେବାକୁ
ସୁଯୋଗ ନ ହରାଇ
ଭୋଗ କରିବାକୁ ଭୋଗ
ଟିକକ
ଲଗାଇ ଥା,
ଫଳ ନ ମିଳିଲେ
ଈଶ୍ୱରଙ୍କୁ ଆଣି
କାଠ ଗଡାରେ ଛିଡା କରି
ପାରିବୁ,
ଈଶ୍ୱରଙ୍କୁ ଲାଞ୍ଚ ଦେଇ ଶିଖ
ମିଛ କହି ଦୁଣିଆରେ
ପାରି ହୋଇଯିବୁ।
ଟଙ୍କଟାର କି ମୂଲ୍ୟ ଅଛି ଯେ
ଏ ମହରଗ ବଜାରରେ
ବିଡି ଖଣ୍ଡେ ଟାଣି ଧୁଆଁ ଛାଡ଼ିବାକୁ ପରା
ଦିଆସିଲି ମିଳୁ ନାହିଁ,
ଅଗର୍ବତୀ ଜାଳିବୁ କେମିତି!
ଷ୍ଟିକର ଲଗା ଫଳର ଦାମ ଅଧିକ
ନୈବେଦ୍ୟ ବାଢ଼ିବୁ କେମିତି?
ପାପ ଯେତେ କରିବାର ଅଛି କରିଯା
ଗମ୍ଭିରା ଭିତରେ ଈଶ୍ୱରଙ୍କୁ
ଏକୁଟିଆ ଭେଟି
କ୍ଷମା ମାଗିନବୁ
ସୁଯୋଗ ଦେଖି ନିଜ ଭୁଲ
ପାଇଁ
ଈଶ୍ୱରଙ୍କୁ ଦାୟୀ କରିବୁ।
ଲୁହ ଟିକକ ସାଇତି ରଖି ଥା
ଯୁକ୍ତିରେ ହାରିଗଲେ
ଭକ୍ତିରେ ଢ଼ାଳି ଦଉଛି ବୋଲି
ଦୁନିଆକୁ ଦେଖାଇବୁ
କାହିଁକି ନା,
ଇଶ୍ଵର ଆମର କ୍ଷମାର
ସାଗର
ନହେଲେ କହି ପାରିବୁ
କାଠ ପଥର!!

Leylah Fernandes
07/06/2022

Leylah Fernandes

Emma Raducanu 🌹
16/05/2022

Emma Raducanu 🌹

8763502899Contact for order
24/04/2022

8763502899
Contact for order

Address

Chakadola

Telephone

+918763502899

Website

Alerts

Be the first to know and let us send you an email when satya.sandhya.v posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to satya.sandhya.v:

  • Want your business to be the top-listed Bakery?

Share